List

Ory/Baleswaria-sentences

  1. ମେଘ ହେଲା ମାନେ ବର୍ଷା ହେଲା ।
  2. ଆଉ ଚାବି ମାନେ ତାଲା ।
  3. ଏରଙ୍କ କୁଡ୍ କିଏ କଲା?
  4. ଖବର ବଡ଼ ଜବର ।
  5. ନୁକ ନାକ ତଳୁକୁ ନୁଗା ଆଉ ମାସ୍କ ପିନ୍ଧିକି ଟଙ୍ଗ ଟଙ୍ଗ ହେଇକି ବୁଲୁଚନି ।
  6. ଏ ରୁଗର ହାତ ନାଁହିଁ ଗୁଡ଼ ନାଁହିଁ ।
  7. ହେନେ ଜେଗୁଡ଼ା ଆଖି ଥାଇକି ଆଖି ବୁଝି ଚାଲିବେ ତାଙ୍କତେ କିସ କହିବୁ?