List

Ory/TBD/ସେପ୍ଟେମ୍ବର ୨୦୨୧

< List:Ory/TBD
Revision as of 01:43, 6 September 2021 by Psubhashish (talk | contribs)

ଆସିଛନ୍ତି#ଚାଲିଛି#ଗଛ#ଆମକୁ#ଅମ୍ଳଜାନ#ଦେବା#ସହିତ#ମଣିଷ#ଛାଡୁଥିବା#ଓ#ଶିଳ୍ପସଂସ୍ଥାରୁ#ନିର୍ଗତ#ଅଙ୍ଗାରକାମ୍ଳକୁ#ଶୋଷି#ନିଏ#ଏହି#କାରଣରୁ#ସୃଷ୍ଟି#ତିଷ୍ଠି#ରହିଛି#କିନ୍ତୁ#ଆମ#ବାୟୁମଣ୍ତଳ#କେବଳ#ପ୍ରଦୂଷିତ#ନୁହେଁ#ତାହା#ଅଧିକରୁ#ଅଧିକ#ଉତ୍ତପ୍ତ#ହୋଇ#ଚାଲିଛି#ବାୟୁମଣ୍ତଳକୁ#ପ୍ରଦୂଷିତ#ଓ#ଉତ୍ତପ୍ତ#କରୁଥିବା#ବାଷ୍ପ##ହେଲେ#ଅଙ୍ଗାରକାମ୍ଳ#ମିଥେନ୍‌#ନାଇଟ୍ରସ୍‌#ଅକ୍‌ସାଇଡ#କ୍ଲୋରୋଫ୍ଲୋରୋ#କାର୍ବନ#ଇତ୍ୟାଦି#ଯାନବାହାନ#କଳକାରଖାନା#ଘ#ଜାଳେଣି#ଭାବେ#ବ୍ୟବହୃତ#କାଠ#କୋଇଲା#ଖଣିଜ#ତୈଳ#ଭଳି#ଜୀବାଶ୍ମ#ଇନ୍ଧନର#ଦହନରୁ#ତଥା#ମଣିଷ#ତଥା#ଜୀବଜନ୍ତୁଙ୍କର#ନିଃଶ୍ବାସରୁ#ମୁଖ୍ୟତଃ#ନିର୍ଗତ#ହୋଇଥା#ନ୍ତି#ମିଥେନ୍‌#ସାଧାରଣତଃ#କୃଷିକ୍ଷେତ୍ର#ଓ#ଜୈବିକ#ବସ୍ତୁ#ବିଘଟନରୁ#ସୃଷ୍ଟି#ହୁଏ#ରେଫ୍ରିଜେରେଟର#ଏୟାର#କୁଲର#ଅଗ୍ନି#ନିର୍ବାପକ#ଗ୍ୟାସ୍‌#ଆଦିରୁ#କ୍ଲୋରୋଫ୍ଲୋରୋ#କାର୍ବନ୍‌#ନିର୍ଗତ#ହୁଏ#ବିଂଶ#ଶତାବ୍ଦୀ#ଆରମ୍ଭ#ପୃଥିବୀର#ଉତ୍ତାପ#୧୩.୭୭#ଡିଗ୍ରି#ସେଲ୍‌ସିଅସ୍‌#ଥିଲା#ଶତାବ୍ଦୀ#ଶେଷ#ବେଳକୁ#ଏହା#୧୪.୪୩#ଡିଗ୍ରି#ସେଲ୍‌ସିଅସ୍‌#ପହଞ୍ଚିଛି#ଗତ#୧୩#ହଜାର#ବର୍ଷ#ଧରି#ବାୟୁମଣ୍ତଳର#ଉତ୍ତାପ#ଏମିତି#ବଢ଼ି#ନ#ଥିଲା#ବରଫ#ଯୁଗ#ପୂର୍ବରୁ#ପ୍ରାୟ#୧#ଲକ୍ଷ#୨୫#ହଜାର#ବର୍ଷ#ତଳେ#ବିଶ୍ବ#ତାପନ#ଯୋଗୁ#ସମୁଦ୍ର#ପତ୍ତନ#୪ରୁ#୬#ମିଟର#ବଢ଼ି#ସୃଷ୍ଟିର#ଜଳ#ସମାଧିର#କାରଣ#ହୋଇଥିଲା#ନବମ#ଦଶକ#ଥିଲା#ଗଲା#ଶତାବ୍ଦୀର#ସର୍ବାଧିକ#ଉତ୍ତପ୍ତ#ଦଶ#ବର୍ଷ#୧୯୯୮#ମସିହା#ଥିଲା#ସେହି#ଦଶକର#ସର୍ବାଧିକ#ଉତ୍ତପ୍ତ#ବର୍ଷ#ଏକବିଂଶ#ଶତାବ୍ଦୀ#ପୃଥିବୀ#ପୃଷ୍ଠର#ତାପମାତ୍ରା#୧.୧ରୁ#୬.୪#ଡିଗ୍ରି#ସେଲ୍‌ସିଅସ୍‌#ବଢ଼ିବ#ବୋଲି#ଆକଳନ#କରାଯାଇଛି#୧୮୬୦#ପର#ଠାରୁ#ବାୟୁମଣ୍ତଳ#ଅଙ୍ଗାରକାମ୍ଳର#୩୦#ପ୍ରତିଶତ#ବଢ଼ିଛି#ବାଷ୍ପର#ସାନ୍ଦ୍ରତା#ମାପିବାର#ଏକକ#ହେଉଛି#ଆୟତନ#ଅନୁପାତର#ନିୟୁତାଂଶ#ପିପିଏମ୍‌ଭି#ଅଙ୍ଗାରକାମ୍ଳର#ସାନ୍ଦ୍ରତା#୨୮୦#ନିୟୁତାଂଶରୁ#ବଢ଼ି#ବଢ଼ି#୩୬୫#ନିୟୁତାଂଶ#ପହଞ୍ଚିଛି#ଓ#ଆହୁରି#ବଢୁଛି#ଏଭଳି#ବୃଦ୍ଧି#ହେତୁ#ଏକବିଂଶ#ଶତାବ୍ଦୀ#ଶେଷ#ବେଳକୁ#ସବୁଜ#ଗୃହ#ବାଷ୍ପର#ସାନ୍ଦ୍ରତା#୭୦୦#ନିୟୁତାଂଶକୁ#ଟପିଯିବ#ଉପର#ବର୍ଣ୍ଣିତ#ଅଙ୍ଗାରକାମ୍ଳ#ମିଥେନ୍‌#ଆଦି#ପ୍ରଦୂଷଣ#ସୃଷ୍ଟିକାରୀ#ସବୁଜ#ଗୃହ#ବାଷ୍ପ#ଜଳୀୟବାଷ୍ପ#ସହିତ#ମିଶି#ବାୟୁମଣ୍ତଳର#ଉପର#ସ୍ତର#ଏକ#ଘଞ୍ଚ#ଆସ୍ତରଣ#ସୃଷ୍ଟି#କ#ଏଥି#୫୧#ଭାଗ#ସୂର୍ଯ୍ୟାଲୋକ#ଭୂପୃଷ୍ଠ#ପ୍ରତିଫଳିତ#ହୋଇ#ଫେରିବା#ବେଳକୁ#ଏହି#ବାଷ୍ପ#ଚାଦରଟି#ତା#ର#ପଥରୋଧ#କରିଥାଏ#ଫଳ#ପୃଥିବୀ#ପୃଷ୍ଠ#ତାପମାତ୍ରା#ବଢ଼ିଯାଏ#ସବୁଜ#ଗୃହ#ବାଷ୍ପ#ଯେତେ#ଘନ#ହୁଏ#ଅଧିକ#ପ୍ରତିଫଳିତ#ସୂର୍ଯ୍ୟାଲୋକ#ବାହାରକୁ#ଯାଇ#ନ#ପାରି#ଉତ୍ତାପ#ବୃଦ୍ଧି#କ#ଯାହା#ବିଶ୍ବ#ତାପନର#କାରଣ#ହୋଇଛି#ଏହା#ସହିତ#ସବୁଜ#ଗୃହ#ବାଷ୍ପର#ପ୍ରଭାବରୁ#ବାୟୁମଣ୍ତଳର#ସର୍ବୋଚ୍ଚ#ସ୍ତର#ଥିବା#ସୁନିର୍ମଳ#ଅଥଚ#ଗାଢ଼#ଓଜୋନ୍‌#ଆସ୍ତରଣ#ଛିଦ୍ର#ହେଲାଣି#ଓଜୋନ୍‌#ଆସ୍ତରଣଟି#ପୃଥିବୀ#ପାଇଁ#ପ୍ରକୃତି#ସୃଷ୍ଟ#ରକ୍ଷା#କବଚ#ଏହା#ସୂର୍ଯ୍ୟର#କ୍ଷତିକାରୀ#ଅତି#ବାଇଗଣି#ବା#ଲୋହିତ#ରଶ୍ମିର#ବିକିରଣକୁ#ରୋକିଥାଏ#ଏଥି#ଛିଦ୍ର#ଜୀବ#ଜଗତ୍‌#ଲାଗି#କ୍ଷତିକାରକ#କିନ୍ତୁ#ଆମର#ଦାୟିତ୍ବହୀନ#ଭୋଗବାଦୀ#ସଂସ୍କୃତି#ଦ୍ବାରା#ସବୁଜ#ଗୃହ#ବାଷ୍ପ#ବୃଦ୍ଧି#ପାଇ#ଚାଲିଛି#ଓ#ଓଜୋନ୍‌#ଆସ୍ତରଣକୁ#ନଷ୍ଟ#କରି#ପୃଥିବୀବାସୀଙ୍କ#ଲାଗି#ବିପଦର#କାରଣ#ହୋଇଛି#ତିନି#ଦିନ#ତଳେ#ନ୍ୟୁୟର୍କ#ଟାଇମ୍‌ସ##ଏକ#ଆଲେଖ୍ୟ#ପ୍ରକାଶିତ#ହୋଇଛି#ଯାହାର#ଶୀର୍ଷକ#ହେଉଛି#ଆଇ#କମାଣ୍ତେଡ୍‌#ଦ#ଆଫଗାନ#ଟ୍ରୁପ୍‌#ଦିସ୍‌#ଇଅର#ବିଟ୍ରେଡ୍‌#ଅର୍ଥାତ୍‌#ମୁଁ#ଏହି#ବର୍ଷ#ଆଫଗାନ#ସେନାର#ନେତୃତ୍ବ#ନେଇଥିଲି:#ଆମେ#ବିଶ୍ବାସଘାତକତାର#ଶିକାର#ହେଲୁ#ଏହି#ଆଲେଖ୍ୟ#ଏହାର#ଲେଖକ#ଯୁବ#ଜେନେରାଲ#ସାମି#ସାଦତଙ୍କ#ମର୍ମ#ବେଦନା#ଅତ୍ୟନ୍ତ#ପ୍ରାଞ୍ଜଳ#ଭାବେ#ପରିସ୍ଫୁଟିତ#ହୋଇଛି#ଯହିଁ#ସେ#ଲେଖିଛନ୍ତି#କିଭଳି#ଏକ#ଗାର୍ଜନ#ଭାବେ#ହାତ#ଧରି#ପହଁରା#ଶିଖାଇବାକୁ#ଡାକି#ନେଇ#ମଝି#ନଈ#ହାତ#ଛାଡ଼ି#ଚାଲିଯିବା#ତୁଲ୍ୟ#ଆଚରଣ#ଆମେରିକୀୟ#ସେନାବାହିନୀ#ପ୍ରଦର୍ଶନ#କରିଛି#କିଭଳି#ଜୋ#ବାଇଡେନ୍‌ଙ୍କ#ଘୋଷଣା#ମାତ୍ରକେ#ଆମେରିକୀୟ#ସେନା#ସେ#ଅନୁଜପ୍ରତିମ#ଆଫଗାନ#ସେନାବାହିନୀ#ସହିତ#ଅପରିଚିତଙ୍କ#ଭଳି#ଆଚରଣ#କରିଥିଲେ#ଆଫଗାନ#ସେନା#ଯୁଦ୍ଧ#କରିବାର#ସଂକଳ୍ପ#ହରାଇଛନ୍ତି#ବୋଲି#ଜୋ#ବାଇଡେନ୍‌ଙ୍କ#ଆକ୍ଷେପ#କିଭଳି#ଯଥାର୍ଥ#ନୁହେଁ#ପ୍ରକାଶ#ଥାଉ#କି#ସାମି#ସାଦତ#ଦକ୍ଷିଣ#ଆଫଗାନିସ୍ତାନସ୍ଥିତ#ଲସ୍‌କର#ଗାହ#ଅଞ୍ଚଳ#ଆଫଗାନ#ସେନାର#କୋର‌୍‌#କମାଣ୍ତର‌୍‌#ଭାବେ#ତାଲିବାନ#ବିରୋଧ#ନିରବଚ୍ଛିନ୍ନ#ଭାବେ#ତିନି#ମାସ#ଧରି#ବିନିଦ୍ର#ରଜନୀ#ସଘନ#ସଂଘର୍ଷ#କାଟିଥିଲେ#ଏବଂ#ସଫଳତାର#ସହିତ#ସେ#ପ୍ରତିରୋଧ#କରିଥିଲେ#ସାଦତ#ସେହି#ଆଲେଖ୍ୟ#ଲେଖିଛନ୍ତି#କିଭଳି#ଅଗଷ୍ଟ#୧୫#ପୂର୍ବରୁ#ଆଫଗାନିସ୍ତାନର#ରାଷ୍ଟ୍ରପତି#ଅସରଫ#ଘନି#ତାଙ୍କୁ#ଲସ୍‌କର#ଗାହରୁ#କାବୁଲକୁ#ଡକାଇ#ତାଙ୍କ#ହସ୍ତ#ଆଫଗାନ#ସେନାର#ଦାୟିତ୍ବ#ଦେବା#ସହିତ#କାବୁଲକୁ#ରକ୍ଷା#କରିବାକୁ#ଅନୁରୋଧ#କରି#ସ୍ବୟଂ#ନିରବ#ବିଦେଶକୁ#ପଳାୟନ#କରିଥିଲେ#ସେତିକି#ବେଳକୁ#ଆଫଗାନିସ୍ତାନରୁ#ପ୍ରସ୍ଥାନରତ#ଆମେରିକୀୟ#ସେନାଙ୍କ#ବ୍ୟବହାର#ଆଫଗାନ#ସେନାବାହିନୀର#ମନୋବଳକୁ#ଚୂର୍ଣ୍ଣ#କରିସାରିଥିଲା#ଅତ୍ୟନ୍ତ#ମର୍ମଦାହର#ସହିତ#ସେ#ଲେଖିଛନ୍ତି:#ଅନ୍ତିମ#ଦୁଇ#ସପ୍ତାହ#ଆଫଗାନ#ସେନାକୁ#ଯେଉଁ#ସ୍ଥିତି#ଯୁଦ୍ଧ#କରିବାକୁ#ପଡ଼ିଥିଲା#ତାକୁ#ଅତିବାସ୍ତବ#ସର‌୍‌ରିଏଲ୍‌#ବୋଲି#ଆଖ୍ୟାୟିତ#କରାଯାଇପା#ତଳେ#ଯୁଦ୍ଧ#କରୁଥିବା#ବେଳେ#ଆମ#ମୁଣ୍ତ#ଉପ#ଚକ୍କର#କାଟୁଥିବା#ଆମେରିକୀୟ#ଯୁଦ୍ଧ#ବିମାନ#କାଳେ#ଆକାଶ#ମାର୍ଗରୁ#ଆମକୁ#କୌଣସି#ସହାୟତା#ପ୍ରଦାନ#କରିବେ#ବୋଲି#ଆଶା#ସଂଚାରିତ#ହେଉଥିବା#ବେଳେ#ଆମେ#ଦେଖୁ#ଯେ#ସେମାନେ#କେବଳ#ଯୁଦ୍ଧର#ଦର୍ଶକ#ହେବାକୁ#ହିଁ#ଆସିଛନ୍ତି#ସେହି#ଆଲେଖ୍ୟ#ସେ#ଆଉ#ଯାହା#ଲେଖିଛନ୍ତି#ତାହା#ହେଲା#ସେୁ#ଯେଉଁ#ପାଶ୍ଚାତ୍ୟଧର୍ମୀ#ଆଧୁନିକ#ଯୁଦ୍ଧ#କୌଶଳର#ପ୍ରଶିକ୍ଷଣ#ପ୍ରଦାନ#କରାଯାଇଥିଲା#ତହିଁ#ଯୁଦ୍ଧରତ#ସ୍ଥଳ#ବାହିନୀକୁ#ସମାନ୍ତରାଳ#ସହାୟତା#ପ୍ରଦାନ#କରିବା#ଲାଗି#ବିମାନ#ବାହିନୀ#ଇଲେକ୍ଟ୍ରୋନିକ#ସର୍ଭେଲାନ୍‌ସ୍‌#ବ୍ୟବସ୍ଥା#ଟେଲି#ଯୋଗାଯୋଗ#ପ୍ରଯୁକ୍ତି#ଇତ୍ୟାଦି#ଅତ୍ୟନ୍ତ#ଗୁରୁତ୍ବ#ଲାଭ#କରିଥାଏ#କିନ୍ତୁ#ବିନମ୍ବନା#ଏହି#ଯୁଦ୍ଧ#ଏ#ସବୁ#ସଂପୂର୍ଣ୍ଣ#ଅଦୃଶ୍ୟ#ରହିଲା#ସେ#ଲେଖିଛନ୍ତି#ଯେ#ଆଫଗାନିସ୍ତାନର#ବନ୍ଧୁର#ଭୂମି#ଓ#ପ୍ରତିକୂଳ#ପରିବେଶ#ଗରିଲା#ଯୁଦ୍ଧର#ପ୍ରଶିକ୍ଷଣ#ବରଂ#ଆଫଗାନ#ବାହିନୀ#ଲାଗି#ଅଧିକ#ଫଳପ୍ରଦ#ସାବ୍ୟସ୍ତ#ହୋଇଥାଆନ୍ତା!#ଅବଶ୍ୟ#ସାଦତ#ତାଙ୍କ#ଲେଖା#ଆଫଗାନିସ୍ତାନର#ରାଜନୈତିକ#ନେତୃତ୍ବର#ବିଫଳତା#ସେନାବାହିିନୀର#ଉଚ୍ଚ#ସ୍ତର#ହେଉଥିବା#ଦୁର୍ନୀତି#ତଥା#ସୈନିକ#ମଧୢ#ଜାତ#ହୋଇଥିବା#ନିରୁତ୍ସାହ#ଭାବ#ଉପ#ମଧୢ#ଦୋଷାରୋପ#କରିଛନ୍ତି#କିନ୍ତୁ#ସେହି#ବର୍ଣ୍ଣନା#ଯାହା#ଅତ୍ୟନ୍ତ#ସ୍ପଷ୍ଟ#ତାହା#ହେଲା#ବିଭିନ୍ନ#ସମୟ#ଯୁକ୍ତରାଷ୍ଟ୍ର#ଆମେରିକା#ଦ୍ବାରା#ନିଆଯାଇଥିବା#ନିଷ୍ପତ୍ତି#ପ୍ରମାଦ#ଯହିଁ#ଏକ#ପ୍ରକାର#ନିର୍ବୋଧତା#ହିଁ#ନିହିତ#ରହିଥିଲା#କେବଳ#ଜୋ#ବାଇଡେନ୍‌ଙ୍କ#ଦ୍ବାରା#ହୋଇଥିବା#ସହସା#ସୈନ୍ୟ#ପ୍ରତ୍ୟାହାରର#ନିଷ୍ପତ୍ତି#ନୁହେଁ#ବିଦେଶ#ଭୂମି#ଯୁକ୍ତରାଷ୍ଟ୍ର#ଆମେରିକା#ଦ୍ବାରା#ରାଷ୍ଟ୍ର#ନିର୍ମାଣ#କରିବାର#ଅଭିପ୍ରାୟ#ମଧୢ#ଏହିଭଳି#ନିର୍ବୋଧତା#ପ୍ରସୂତ#ଯାହାର#ପ୍ରମାଣ#ସ୍ବରୂପ#ଏହି#ବିଗତ#ଦୁଇ#ଦଶନ୍ଧି#ମଧୢ#ରାଷ୍ଟ୍ର#ନିର୍ମାଣ#ନାମ#ଇରାକ#ଏବଂ#ଆଫଗାନିସ୍ତାନ#ଧ୍ବଂସ#ସ୍ତୂପ#ଏବଂ#ଦୁଇଟି#ଅରାଜକ#ରାଷ୍ଟ୍ର#ପରିଣତ#ହେବା#ସହିତ#ବିଶ୍ବ#ଆତଙ୍କବାଦର#ପ୍ରଜନନ#ସ୍ଥଳ#ହୋଇ#ରହିବାର#ଆଶଙ୍କାକୁ#ବଳବତ୍ତର#ରଖିଛନ୍ତି#ଏସୀୟ#ରାଷ୍ଟ୍ର##ପ୍ରାଚୀନ#ସଭ୍ୟତାର#ନିରବଚ୍ଛିନ୍ନ#ପ୍ରବାହ#ଯେଉଁ#ଭଳି#ଏକ#ସଘନ#ତଥା#ଜଟିଳ#ସାମାଜିକ#ଓ#ରାଷ୍ଟ୍ରୀୟ#ଜୀବନକୁ#ଜନ୍ମ#ଦେଇଥାଏ#ତା#ର#ଗଭୀର#ପ୍ରଦେଶକୁ#ସ୍ପର୍ଶ#କରିବାର#ସାମର୍ଥ୍ୟ#ବହନ#କରି#ନ#ଥିବା#ସତ୍ତ୍ବେ#ଆମେରିକା#ମାତ୍ର#ଚାରି#ଶହ#ବର୍ଷର#ସଭ୍ୟତା#ଯଦି#ରାଷ୍ଟ୍ର#ନିର୍ମାଣ#ର#ସ୍ବପ୍ନ#ଦେଖେ#ତାହା#ନିର୍ବୋଧତା#ଛଡ଼ା#ଆଉ#କ#ଣ#ହୋଇପାରେ?#ଆଫଗାନିସ୍ତାନ#ଉପ#ଆକ୍ରମଣର#ଅବ୍ୟବହିତ#ପୂର୍ବରୁ#ତତ୍କାଳୀନ#ରାଷ୍ଟ୍ରପତି#ଜର୍ଜ#ବୁଶ୍‌#ଫରଏଭର‌୍‌#ଵାର‌୍‌#ବା#ଚିରନ୍ତନ#ଯୁଦ୍ଧ#ଆତଙ୍କବାଦ#ବିରୋଧ#ବୋଲି#ଯେଉଁ#ଏକ#ଅଭିବ୍ୟକ୍ତିର#ବ୍ୟବହାର#କରିଥିଲେ#ତାହା#ଯେ#ବାସ୍ତବ#ଅବାନ୍ତର#ଏବଂ#ବିଦେଶ#ଭୂମି#କୌଣସି#ରାଷ୍ଟ୍ର#ଲାଗି#ନିଜ#ସ୍ବାର୍ଥକୁ#ଜଳାଞ୍ଜଳି#ଦେଇ#ସେଭଳି#କିଛି#ଜାରି#ରଖିବା#ଯେ#ଅସମ୍ଭବ#ତାହା#ସମ୍ଭବତଃ#ସେ#ବୁଝି#ପାରି#ନ#ଥିଲେ#ସୁତରାଂ#ଆଫଗାନିସ୍ତାନ#ହେଉ#ଅଥବା#ଇରାକ୍‌#କେଉଁଠା#ହେଲେ#ବି#ଆତଙ୍କବାଦ#ନିର୍ମୂଳ#ହେଲାନାହିଁ#ବରଂ#ପାଉଁଶ#ତଳର#ନିଆଁ#ଭଳି#ତାହା#ଜୀବନ୍ତ#ରହି#ପୃଥିବୀକୁ#ଦହନ#କରିବାର#ଚିରନ୍ତନ#ଆଶଙ୍କାର#କାରଣ#ହେଲା#କାବୁଲ#ବିମାନ#ବନ୍ଦର#ଆଇ.ଏସ୍‌.#କେ#ପକ୍ଷରୁ#କରାଯାଇଥିବା#ଭୟାବହ#ବୋମା#ବିସ୍ଫୋରଣ#ଶତାଧିକ#କାବୁଲ#ଅଧିବାସୀଙ୍କ#ସହିତ#୧୩#ଜଣ#ଆମେରିକୀୟ#ସୈନିକଙ୍କ#ପ୍ରାଣହାନିର#ପ୍ରତିଶୋଧ#ନେବା#ଲାଗି#ଯୁକ୍ତରାଷ୍ଟ୍ର#ଆମେରିକା#ସଂପ୍ରତି#ଯେଉଁ#ରଣନୀତି#ଅବଲମ୍ବନ#କରୁଥିବା#ଦେଖିବାକୁ#ମିଳୁଛି#ତହିଁ#ମଧୢ#ଏକ#ନିର୍ବୋଧତା#ନିହିତ#ତାହା#ହୋଇ#ନ#ଥିଲେ#ଆଇ.ଏସ୍‌.#କେ#ବିପକ୍ଷ#ଯୁକ୍ତରାଷ୍ଟ୍ର#ଆମେରିକା#ତରଫରୁ#ତାଲିବାନ#ଉପ#ଭରସା#ପ୍ରଦର୍ଶନ#କରାଯାଇ#ନ#ଥାଆନ୍ତା#ଅବଶ୍ୟ#କେତେକଙ୍କ#ମତ#ତାଲିବାନ#ଏବଂ#ଆଇ.ଏସ୍‌.#କେ#ମଧୢ#ରହିଥିବା#ଶତ୍ରୁତା#କାରଣରୁ#ଆମେରିକାର#ଏଭଳି#ଆଭିମୁଖ୍ୟ#ବିଶେଷ#ତ୍ରୁଟି#ନାହିଁ#କିନ୍ତୁ#ଯାହା#ଉଲ୍ଲେଖଯୋଗ୍ୟ#ତାହା#ହେଲା#ସିରିଆ#ବା#ଇରାକରୁ#ଆସିଥିବା#ଅଣ#ଆଫଗାନଙ୍କ#ଦ୍ବାରା#ଆଇ.ଏସ୍‌.#କେ#ଗଠିତ#ହୋଇଥିଲେ#ସୁଦ୍ଧା#ଏହା#ତୃଣମୂଳ#ସ୍ତର#ଅସଂଖ୍ୟ#ଆଫଗାନଙ୍କୁ#ଦଳଭୁକ୍ତ#କରିସାରିଲାଣି#ଯେଉଁ#ମଧ୍ୟ#ଅନେକ#ତାଲିବାନୀ#ମଧ୍ୟ#ଅଛନ୍ତି#ଯେଉଁମାନେ#ବର୍ତ୍ତମାନର#ତାଲିବାନ#ନେତୃତ୍ବ#ଅପେକ୍ଷାକୃତ#ଅଧିକ#କୋମଳତା#ଅସନ୍ତୁଷ୍ଟ#ହୋଇ#ସେ#ସଂଗଠନିକ#ଆନୁଗତ୍ୟ#ପରିବର୍ତ୍ତନ#କରିଛନ୍ତି#ଏହା#ମଧ୍ୟ#ସତ#ଯେ#ବର୍ତ୍ତମାନର#ତାଲିିବାନ#କିଞ୍ଚିତ#ପରିମାର୍ଜିତ#ବୋଧ#ହେଉଥିଲେ#ସୁଦ୍ଧା#ସେହି#ଦଳ#ଏଭଳି#ପଦାତିକ#ଯୋଦ୍ଧାଙ୍କ#ଦ୍ବାରା#ଗଠିତ#ଯେଉଁମାନେ#କୌଣସି#ଗୁଣ#ଆଇ.ଏସ୍‌.#କେ#ର#ସଦସ୍ୟ#ଠାରୁ#କମ୍‌#ବର୍ବର#ନୁହନ୍ତି#ସୁତରାଂ#ତାଲିବାନ#ଉପ#ଆମେରିକାର#ନିର୍ଭରଶୀଳତା#ଆଦୌ#ବୁଦ୍ଧିମାନୀ#ନୁହେଁ#କହିବା#ଅନାବଶ୍ୟକ#ଯେ#ବର୍ତ୍ତମାନ#ଆଫଗାନିସ୍ତାନ#ସଂଘଟିତ#ହେଉଥିବା#ଘଟଣାକ୍ରମ#ଭାରତ#ଲାଗି#ଉଦ୍‌ବେଗର#କାରଣ#ହୋଇଛି#ଇସ୍‌ଲାମିକ#ଷ୍ଟେଟ୍‌#ଭଳି#ସଂଗଠନ#ଆତଙ୍କବାଦକୁ#ଯେଉଁ#ନୂଆ#ରୂପ#ପ୍ରଦାନ#କରିଛି#ତହିଁ#ବିନା#କୌଣସି#ସାMଗଠନିକ#ନେତୃତ୍ବର#ଆଦେଶ#ମଧୢ#ଜଣେ#ଆତଙ୍କବାଦୀ#ଏକାକୀ#ହତ୍ୟା#ଓ#ଆତଙ୍କରାଜ#ଚଳାଇ#ନିଜ#କାର୍ଯ୍ୟକୁ#ଆଇ.ଏସ୍‌.#ର#କାର୍ଯ୍ୟ#ବୋଲି#ସଗର୍ବେ#ଘୋଷଣା#କରିପା#ଏହାର#ଦୃଷ୍ଟାନ୍ତ#ଆମେରିକା#ବା#ଇଂଲାଣ୍ତ#ବା#ଫ୍ରାନ୍‌ସ#ଦେଖିବାକୁ#ମିଳିଛି#ସଂପ୍ରତି#ଗଣମାଧୢମ#ପ୍ରକାଶିତ#ସମ୍ବାଦ#ଅନୁସା#ଆଇ.ଏସ୍‌.#କେ##କେତେକ#କେରଳୀ#ସାମିଲ#ହୋଇଛନ୍ତି#ଏହା#ମଧୢ#ସମ୍ଭବ#ଯେ#ଭାରତ#ଆଇ.ଏସ୍‌.#କେ#ଭଳି#ଇସ୍‌ଲାମିକ#ଷ୍ଟେଟ୍‌#ର#ଶାଖାମାନ#ବିସ୍ତାର#ଲାଭ#କରିବାର#ସୁଯୋଗ#ରହିଥିବେ#ପୂର୍ବେ#ଆଇ.ଏସ୍‌.#ର#ଚେର#ଇରାକ୍‌#ମାଟି#ଥିଲା#ଯାହା#ବର୍ତ୍ତମାନ#ଆଫଗାନିସ୍ତାନ#ଦୃଢ଼ମୂଳ#ହୋଇ#ଭୌଗୋଳିକ#ଦୃଷ୍ଟିରୁ#ଭାରତର#ସମୀପବର୍ତ୍ତୀ#ହୋଇଛି#ସୁତରାଂ#ଏହାର#ସୁଯୋଗ#ନେଇ#ତାଲିବାନର#ନେପଥ୍ୟ#ପରିଚାଳକ#ପାକିସ୍ତାନ#ଯଦି#ଆତଙ୍କବାଦର#ଏହି#ନୂଆ#ସମ୍ଭାବନାକୁ#ଭାରତ#ବିରୋଧ#ପ୍ରୟୋଗ#କ#ତେବେ#ତହିଁ#ବିସ୍ମିତ#ହେବାର#ବିଶେଷ#କାରଣ#ନାହିଁ#ଏହି#ପରିପ୍ରେକ୍ଷୀ#ଭାରତ#ଆଭ୍ୟନ୍ତରୀଣ#ସୁରକ୍ଷା#ପ୍ରତି#ଅଧିକ#ଦୃଷ୍ଟି#ଦେବାର#ଆବଶ୍ୟକତା#ରହିଛି#ଆମେରିକାର#ସ୍ବାର୍ଥପରତା#ତଥା#ବୋଧଶୂନ୍ୟ#ଅପରିଣାମଦର୍ଶିତା#ଯଦି#ଭାରତର#ଆଖି#ଖୋଲି#ଦେଇଥାଏ#ତେବେ#କହିବା#ବାହୁଲ୍ୟ#ଯେ#ଆଭ୍ୟନ୍ତରୀଣ#ସୁରକ୍ଷା#ଓ#ଆତଙ୍କବାଦ#ବିରୋଧୀ#ପ୍ରସ୍ତୁତି#ଭାରତ#ସଂପୂର୍ଣ୍ଣ#ସ୍ବାବଲମ୍ବୀ#ହେବା#ଲାଗି#ଉଦ୍ୟମ#କରିବ#